ଯୁମେ ପ୍ରଶିକ୍ଷଣ ବିଷୟରେ

ଯୁମେ ଅନଲାଇନ୍‌ ମଞ୍ଚର ବ୍ୟବହାର କରି ଅଂଶଗ୍ରହଣକାରୀ ମାନଙ୍କୁ ମୌଳିକ ଶିଷ୍ୟ-ନିର୍ମାଣ ଓ ସରଳ ମଣ୍ଡଳୀ ସ୍ଥାପନର ବହୁଗୁଣିତ କରିବା ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ପ୍ରଥା ବିଷଯରେ ସୁସଜ୍ଜିତ କରିଥାଏ |

ଯୁମେ ପରିଯୋଜନାର ଲକ୍ଷ:

ଗ୍ରିକ୍‍ ଭାଷାରେ ଯୁମେର ଅର୍ଥ ହେଉଛି ଖମୀର | ମାଥିଉ ୧୩:୩୩ ରେ ଯୀଶୁଙ୍କୁ ଏପରି କହିବା ଉଦ୍ଧୃତ କରାଯାଇଛି, "ସ୍ୱର୍ଗ ରାଜ୍ୟ ଏକ ସ୍ତ୍ରୀଙ୍କ ଭଳି ଯିଏ ଖମୀର ନେଇ ବହୁତ ପରିମାଣରେ ଥିବା ମଇଦାରେ ମିଶ୍ରଣ କଲେ ଆଉ ସମସ୍ତ ଖମୀରମୟ ହେଲା" ଏହା ଚିତ୍ରିତ କରେ ଯେ କିପରି ସାଧାରଣ ଲୋକେ, ସାଧାରଣ ସାଧନ ବ୍ୟବହାର କରି, ଈଶ୍ୱରଙ୍କ ରାଜ୍ୟ ଶକାସେ ଅଦ୍ଭୁତ ପ୍ରଭାଗ ଆଣି ପାରିବେ | ଯୁମେ ସାଧାରଣ ବିଶ୍ୱାସୀ ମାନଙ୍କୁ ସୁସଜ୍ଜିତ କରିବା ଓ କ୍ଷମତା ଦେବାର ଲକ୍ଷ ରଖେ ଯିଏ ଆମ ପିଢ଼ିରେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ଭୁମଣ୍ଡଳକୁ ସିକ୍ତ କରିବେ |

ଯୁମେ ଅନଲାଇନ୍‌ ମଞ୍ଚର ବ୍ୟବହାର କରି ଅଂଶଗ୍ରହଣକାରୀ ମାନଙ୍କୁ ମୌଳିକ ଶିଷ୍ୟ-ନିର୍ମାଣ ଓ ସରଳ ମଣ୍ଡଳୀ ସ୍ଥାପନର ବହୁଗୁଣିତ କରିବା ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ପ୍ରଥା ବିଷଯରେ ସୁସଜ୍ଜିତ କରିଥାଏ |

Zúme consists of 10 sessions, 2 hours each

ଯୁମେ ୧୦ଗୋଟି ଅଧିବେଶନରେ ସମାହାର ‌‌ଅଟେ, ପ୍ରତିଟି ୨ ଘଣ୍ଟା ମାତ୍ର:

  • ଆପଣଙ୍କ ଦଳ ବୃଦ୍ଧି କରିବାର ମୁଳ ସିଦ୍ଧାନ୍ତ ବୁଝିବାକୁ ଅଡିଓ ଏବଂ ଭିଡିଓ ।
  • ଆପଣଙ୍କ ଦଳରେ ବ୍ୟକ୍ତ କରାଯାଇଥିବା ବିଷୟ ଚିନ୍ତନରେ ସାହାଯ୍ୟ କରିବାକୁ ସାମୁହିକ ଚର୍ଚ୍ଚା ।
  • ଆପଣଙ୍କ ଦଳରେ ଆପଣ ଶିକ୍ଷା କରିଥିବା ବିଷୟ ଅମଳ କରିବାକୁ ସାଧାରଣ ଅଭ୍ୟାସ ଗୁଡ଼ିକ ।
  • ଆପଣଙ୍କ ଦଳ ଶିକ୍ଷାରତ ରହିବାକୁ ଏବଂ ଅଧିବେଶନ ମଧ୍ୟବର୍ତ୍ତି ସମୟରେ ବୄଦ୍ଧି ପାଇବାକୁ ଅଧିବେଶନ ଆହ୍ୱାନଗୁଡ଼ିକ ।

କିପରି ଆରମ୍ଭ କରିବା:

  • ଯଦି ଆପଣ ଏର୍ଯ୍ୟନ୍ତ ଲଗିନ୍‌ ସୃଷ୍ଟି କରି ନାହାନ୍ତି, ଦୟାକରି ତାହା କରନ୍ତୁ |
  • ୩-୧୧ଜଣ ବନ୍ଧୁଙ୍କୁ ଆମନ୍ତ୍ରଣ କରନ୍ତୁ | ତାଲିମର ଅଭ୍ୟାସ ଏବଂ ଉପାଦାନ ଗୁଡ଼ିକ ନିମନ୍ତେ ଅତିକମ୍‌ରେ ୩ରୁ-୪ଜଣର ଏକ ଦଳ ଆବଶ୍ୟକ |
  • ଆପଣଙ୍କ ବନ୍ଧୁମାନଙ୍କ ସହ ସହଭାଗିତା କରିବାକୁ ଏକ ସମୟ ନିର୍ଦ୍ଧାରିତ କରନ୍ତୁ |
  • ଇନ୍ଟର୍‌ନେଟ୍-ସଂଲଗ୍ନ ଏକ ଉପକରଣ ଆପଣଙ୍କ ପହଞ୍ଚରେ ରଖନ୍ତୁ |

ଆପଣଙ୍କ ପ୍ରଥମ ବୈଠକ ନିମନ୍ତେ ଇଚ୍ଛାଧିନ ପ୍ରସ୍ତୁତି:

  • ଯୁମେ ସହାୟକ ପୁସ୍ତିକା ଡାଉନ୍‌ଲୋଡ୍ କରନ୍ତୁ |
  • ଯଦି ଆପଣ ଚାହାନ୍ତି, ଆପଣଙ୍କ ଦଳ ସଭ୍ୟମାନଙ୍କ ପାଇଁ ଏହାର ଅନେକ ପ୍ରତିଲିପି ଆପଣ ମୁଦ୍ରଣ କରିପାରନ୍ତି |
  • ଗୋଟିଏ ଟେଲିଭିଜନ ଅଥବା ଏକ ପ୍ରୋଜେକ୍ଟର୍‌ ସହ ସଂଯୋଗ କରିବାକୁ ବିଚାର କରନ୍ତୁ ଯେପରିକି ଆପଣଙ୍କ ଦଳର ସମସ୍ତେ ଏହାର ବିଷୟବସ୍ତୁକୁ ଦେଖିପାରିବା |

ଭାଷା


English English
العربية Arabic
العربية - الأردن Arabic (Jordanian)
العربية التونسية Arabic (Tunisian)
Armenian Armenian
Sign Language American Sign Language
বাংলা Bengali (India)
भोजपुरी Bhojpuri
Bosanski Bosnian
中文(繁體,香港) Cantonese (Traditional)
中文(简体) Chinese (Simplified)
中文(繁體) Chinese (Traditional)
Hrvatski Croatian
Français French
Deutsch German
ગુજરાતી Gujarati
Hausa Hausa
हिन्दी Hindi
Bahasa Indonesia Indonesian
Italiano Italian
ಕನ್ನಡ Kannada
한국어 Korean
کوردی Kurdish
ພາສາລາວ Lao
𑒧𑒻𑒟𑒱𑒪𑒲 Maithili
മലയാളം Malayalam
मराठी Marathi
नेपाली Nepali
ଓଡ଼ିଆ Oriya
فارسی Persian/Farsi
Polski Polish
Português Portuguese
ਪੰਜਾਬੀ Punjabi
Русский Russian
Română Romanian
Slovenščina Slovenian
Soomaali Somali
Español Spanish
Kiswahili Swahili
தமிழ் Tamil
తెలుగు Telugu
ไทย Thai
Türkçe Turkish
اردو Urdu
Tiếng Việt Vietnamese
Yorùbá Yoruba