ପର୍ଯ୍ୟାୟ ୧
ପ୍ରଥମ ପର୍ଯ୍ୟାୟ ସଂଯୁକ୍ତ ରାଷ୍ଟ୍ର ଏବଂ ଇଂରାଜୀ ଉପରେ କେନ୍ଦ୍ରିତ ଅଟେ | ଦେଶରେ ପ୍ରତି ୫,୦୦୦ ଲୋକଙ୍କ ପାଇଁ ଚାରିରୁ ବାର ଜଣଙ୍କ ଏକ ଦଳର ତାଲିମ୍କୁ ତ୍ୱରାନ୍ୱିତ କରିବା ହେଉଛି ଏହାର ପ୍ରାଥମିକ ଲକ୍ଷ | ପ୍ରତେକ ତାଲିମ୍ ଦଳସମୁହ ଦୁଇଗୋଟି ପ୍ରଥମ-ପିଢ଼ିର ମଣ୍ଡଳୀ ଆରମ୍ଭ କରିବାକୁ ଆହ୍ୱାନ କରାଯିବେ ଯିଏ ମଧ୍ୟ ପୁନରୁତ୍ପତି କରିବେ | ସଂଯୁକ୍ତ ରାଷ୍ଟ୍ରରେ ୬୫,୦୦୦ରୁ ଅଧିକ ଯୁମେ ଦଳସମୁହ ଏବଂ ୧,୩୦,୦୦୦ ମଣ୍ଡଳୀଗୁଡ଼ିକ ଆରମ୍ଭ କରାଯିବାର ଲକ୍ଷ ରଖାଯାଇଛି |
ପର୍ଯ୍ୟାୟ ୨
ଦ୍ୱିତୀୟ ପର୍ଯ୍ୟାୟ ପୁନଃରୁତ୍ପତି ପ୍ରକ୍ରିୟାରେ ପର୍ଯ୍ୟାୟ ୧ର ମଣ୍ଡଳୀସମୁହକୁ ପ୍ରଶିକ୍ଷଣ ଦେବା, ଆହୁରି ମଧ୍ୟ ବିଶ୍ୱର ଅନ୍ୟ ପ୍ରମୁଖ ଭାଷାଗୁଡ଼ିକରେ ଏହାକୁ ପ୍ରଦାନ କରିବାରେ କେନ୍ଦ୍ରିତ ଅଟେ | ଏହି ପରିଯୋଜନା ନିମ୍ନ ଲିଖିତ ଭାଷାଗୁଡ଼ିକରେ ପ୍ରାରମ୍ଭ କରାଯିବ: ଆମ୍ହାରିକ, ଆରବିକ, ବଙ୍ଗଳା, ଭୋଜପୁରୀ, ବର୍ମା, ଚାଇନିଜ୍(ମାଣ୍ଡରିନ୍), ଚାଇନିଜ୍(କ୍ୟାନ୍ଟନିଜ୍), ଫାର୍ସି, ଫ୍ରେଞ୍ଚ୍, ଜର୍ମାନୀ, ଗୁଜୁରାତି, ହାଉସା, ହିନ୍ଦି, ଇଣ୍ଡୋନେସିଆନ୍, ଲାଟିନ୍, ଜାପାନି, କନ୍ନଡ଼, କୋରିଆ, କୁର୍ଦ୍ଦି, ଲାଓ, ମୈଥିଳୀ, ମାଲୟଲମ, ମରାଠୀ, ଓଡ଼ିଆ, ପଂଜାବୀ(ପ୍ରାଚ୍ୟ), ପଂଜାବୀ(ପାଶ୍ଚାତ୍ୟ), ପର୍ତ୍ତୁଗୀଜ୍, ଋଷ, ସମାଲି, ସ୍ପେନ୍, ସ୍ୱାହିଲି, ତାମିଲ, ତେଲୁଗୁ, ଥାୟି, ତୁର୍କୀ, ଉର୍ଦ୍ଧୁ, ଭିଏତ୍ନାମ୍ ଏବଂ ୟରୁବା |
ଅନ୍ୟ ଭାଷାରେ ଯୁମେ ପାଇବାକୁ ଆପଣ ସାହାଯ୍ୟ କରିପାରନ୍ତି !
ଯୁମେ ଅନୁବାଦ ନିମନ୍ତେ ଦାନ କରନ୍ତୁ
ପର୍ଯ୍ୟାୟ ୩
ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ୧ ଓ ପର୍ଯ୍ୟାୟ ୨ର ମଣ୍ଡଳୀସମୁହକକୁ ପ୍ରତ୍ୟେକ ସ୍ଥଳିରେ ଶିଷ୍ୟ କରିବା ପାଇଁ ପୃଥିବୀ ପରିପ୍ରେକ୍ଷରେ ଚଳନ୍ତ କରିବାକୁ ଦର୍ଶନ ରଖେ | ଆମ ପିଢ଼ିରେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ପୃଥିବୀକୁ ସିକ୍ତ କରିବାକୁ ଯୁମେ ଅସ୍ତିତ୍ୱରେ ଅଛି | ଆମ ମିଶନ୍କୁ ତ୍ୱରାନ୍ୱିତ କରିବାକୁ, ଆମେ ବିକାଶ କରିଅଛୁ ଏବଂ ଯୁମେ ତାଲିମ ଦଳର ଲକ୍ଷକୁ ରଣନୀତିକ ଶୈଳିରେ କାର୍ଯ୍ୟକରିବାରେ ଅନୁମତି ଦେବାକୁ ଏବଂ ଯୁକ୍ତରାଷ୍ଟ୍ର ବାହାରେ ପ୍ରତି ୫୦,୦୦୦ ଲୋକଙ୍କ ମଧ୍ୟରେ ଦୁଇଗୋଟି ସାଧାରଣ ମଣ୍ଡଳୀର କାର୍ଯ୍ୟ ପାଇଁ ଏକ ସମାଧାନର ନକ୍ସା ଯୋଗାଇବୁ |
ଯୁମେ ପରିଯୋଜନାର ଲକ୍ଷ:
ଗ୍ରିକ୍ ଭାଷାରେ ଯୁମେର ଅର୍ଥ ହେଉଛି ଖମୀର | ମାଥିଉ ୧୩:୩୩ ରେ ଯୀଶୁଙ୍କୁ ଏପରି କହିବା ଉଦ୍ଧୃତ କରାଯାଇଛି, "ସ୍ୱର୍ଗ ରାଜ୍ୟ ଏକ ସ୍ତ୍ରୀଙ୍କ ଭଳି ଯିଏ ଖମୀର ନେଇ ବହୁତ ପରିମାଣରେ ଥିବା ମଇଦାରେ ମିଶ୍ରଣ କଲେ ଆଉ ସମସ୍ତ ଖମୀରମୟ ହେଲା" ଏହା ଚିତ୍ରିତ କରେ ଯେ କିପରି ସାଧାରଣ ଲୋକେ, ସାଧାରଣ ସାଧନ ବ୍ୟବହାର କରି, ଈଶ୍ୱରଙ୍କ ରାଜ୍ୟ ଶକାସେ ଅଦ୍ଭୁତ ପ୍ରଭାଗ ଆଣି ପାରିବେ | ଯୁମେ ସାଧାରଣ ବିଶ୍ୱାସୀ ମାନଙ୍କୁ ସୁସଜ୍ଜିତ କରିବା ଓ କ୍ଷମତା ଦେବାର ଲକ୍ଷ ରଖେ ଯିଏ ଆମ ପିଢ଼ିରେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ଭୁମଣ୍ଡଳକୁ ସିକ୍ତ କରିବେ |
ଯୁମେ ଅନଲାଇନ୍ ମଞ୍ଚର ବ୍ୟବହାର କରି ଅଂଶଗ୍ରହଣକାରୀ ମାନଙ୍କୁ ମୌଳିକ ଶିଷ୍ୟ-ନିର୍ମାଣ ଓ ସରଳ ମଣ୍ଡଳୀ ସ୍ଥାପନର ବହୁଗୁଣିତ କରିବା ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ପ୍ରଥା ବିଷଯରେ ସୁସଜ୍ଜିତ କରିଥାଏ |